Our Motto

A PLATFORM FOR TEACHERS PROFESSIONAL DEVELOPMENT

Saturday, June 5, 2021

UTA - ANNOUNCEMENT: FREE ONLINE WORKSHOP ON ODIA LANGUAGE

 ODIA LANGUAGE


Greetings from UTA

Hope you all be in safe. 

UTA has planned to conduct workshops on Regional languages too.


So, we has arranged a 3 Day Free online Regional level Workshop on CREATION OF E-CONTENT TOOLS in ODIA language.


🗓️Date: 08-10, June,2021

🕔Tme: 05:00pm - 06:00pm


For registration, use the link given below 👇🏻


https://forms.gle/zqXH5DrmRXGdLHbX9


Regards.UTA


Stay home🏠

Wash your hands regularly🧼

Keep social distancing👤↔️👤

----------------------------------------------------------------

UTA ତରଫରୁ ସାଦର ନମସ୍କାର I


ଆଶା କରୁଛୁ ଆପଣମାନେ ସୁରକ୍ଷିତ ଥିବେ I 


UTA ଏବେ ଆଞ୍ଚଳିକ ଭାଷା ରେ workshop କରିବା ପାଇଁ ସ୍ଥିର କରିଛି I 


ଏହି ପରିପ୍ରେକ୍ଷୀ ରେ ଆମ୍ଭେମାନେ ଓଡ଼ିଆ ଭାଷା ରେ E-CONTENT TOOL ପ୍ରସ୍ତୁତି ଉପରେ ଏକ 3 ଦିନିଆ workshop କରିବା ର ବ୍ୟବସ୍ଥା କରିଛୁ I 


🗓️ଦିନାଙ୍କ : 08-10, ଜୁନ 2021

🕔ସମୟ : ସନ୍ଧ୍ୟା 5:00 - 6:00


ନାମ ପଞ୍ଜିକରଣ (registration) ପାଇଁ ତଳେ ଦିଆଯାଇଥିବା link କୁ ବ୍ୟବହାର କରନ୍ତୁ I 

https://forms.gle/zqXH5DrmRXGdLHbX9 


ଶୁଭେଛା ଏବଂ ଶୁଭକାମନା ସହ  

UTA ପରିବାର 


ଘରେ ରୁହନ୍ତୁ 🏡

ବାରମ୍ବାର ହାତ ଧୁଅନ୍ତୁ 🧼

ସାମାଜିକ ଦୂରତା ବଜାୟ ରଖନ୍ତୁ👤➡️👤

No comments: